Jump to content

ତିଳ ତୈଳ

ଉଇକିଅଭିଧାନ‌ରୁ

ତିଳ ତୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିଳ+ତୈଳ ପ୍ରତ୍ୟୟ)

[ସମ୍ପାଦନା]

ରାଶି ତେଲ — Sesamum oil.

[ ଦ୍ର—ରାଶି ତେଲ ଓ ରାଶି ବୀଜର ଅନ୍ୟ ସୁଗନ୍ଧ ପଦାର୍ଥରୁ ଗନ୍ଧ ଗ୍ରହଣ କରିବାର ଶକ୍ତି ଥିବାରୁ ରାଶିତେଲ ସଙ୍ଗେ ଅନ୍ୟ ସୁଗନ୍ଧ ଦ୍ରବ୍ୟ (ଯଥା—ଫୁଲ, ମସଲା ଆଦି) ପକାଇଲେ ତାହା ଅକ୍ଳେଶରେ ଉକ୍ତ ଦ୍ରବ୍ୟର ଗନ୍ଧ ଗ୍ରହଣ କରେ; କିମ୍ୱା ସୁଗନ୍ଧ ଦ୍ରବ୍ୟ ସଙ୍ଗେ ରାଶିକୁ କିଛିଦିନ ରଖି ସେହି ରାଶିକୁ ପେଡ଼ିଲେ ଯେଉଁ ତେଲ ବାହାରେ ତାହା ସୁବାସିତ ହୋଇଥାଏ ଆୟୁର୍ବେଦ ମତରେ ଔଷଧ ତୈଳମାନ ରାଶିତେଲଦ୍ୱାରା ପ୍ରସ୍ତୁତ କରାଯାଏ ]