Jump to content

ତିଳ ପୁଷ୍ପ

ଉଇକିଅଭିଧାନ‌ରୁ

ତିଳ ପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତିଳ+ପୁଷ୍ପ)

[ସମ୍ପାଦନା]
୧. ତିଳର ଫୁଲ — ୧. The flower of sesamum.
୨. ବ୍ୟାଘ୍ରନଖ; ନଖୀନାମକ ଗନ୍ଧଦ୍ରବ୍ୟ — ୨. A scented herb; shell.