Jump to content

ତିଶେଣିଆଁ

ଉଇକିଅଭିଧାନ‌ରୁ

ତିଶେଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ତିନିଶେଣିଆଁ; ଯେଉଁ ଘରର ଚାଳରେ ତିନି ଗୋଟି ଶେଣୀ ଦିଆ ଯାଇଥାଏ —(a house) Having a gabled roof with ୩ side- beams or plates only.