Jump to content

ତିଶ୍ଳଥ

ଉଇକିଅଭିଧାନ‌ରୁ

ତିଶ୍ଳଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ ଶ୍ଳଥ୍ ଧାତୁ= ଶିଥିଳ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ହୁଗୁଳା; ଢିଲା —୧. Loose; slack.
୨. ଶିଥିଳୀକୃତ —୨. Slackened

[ଉ—ବିଶ୍ଳଥ ହୋଇଛିରେ, ବାସ ପିନ୍ଧି ଥାଉ ପରା କାଛି—କବିସୂର୍ଯ୍ୟ— କିଶୋରୀ ଚମ୍ପୂବ ଗୀତ]

୩. ଲୁଳିତ (ଚର୍ମ) — ୩. Wrinkled (skin).