Jump to content

ତିଷ୍ଠଦ୍ଗୁ

ଉଇକିଅଭିଧାନ‌ରୁ

ତିଷ୍ଠଦ୍ଗୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ସ୍ଥା ଧାତୁରୁ ସଂସ୍କୃତ - ତିଷ୍ଠତ୍=ସ୍ଥିତ ହେବା+ଗୋ; ଯେଉଁ ସମୟରେ ଗାଈଗୋରୁ ବାହାରୁ ଚରି କରି ଗୁହାଳକୁ ଫେରି ଆସି ଥାଆନ୍ତି)

[ସମ୍ପାଦନା]

ଗୋଧୁଳି; ସନ୍ଧ୍ୟାବେଳ — Dusk; evening.