ତିଷ୍ୟ
ଦେଖଣା
ତିଷ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତୁଷ୍ ଧାତୁ ଣିଚ୍, ତୋଷିଧାତୁ=ତୁଷ୍ଟ କରାଇବା+କର୍ତ୍ତୃ ଯ; ନିପାତନ)
[ସମ୍ପାଦନା]- ୧. ଅଷ୍ଟମ ନକ୍ଷତ୍ର; ପୁଷ୍ୟା ନକ୍ଷତ୍ର —୧. The ୮th of the ୨୭ lunar mansions in Hindu astronomy.
- ୨. ପୌଷ ମାସ —୨. The lunar month of P&aline;&uline;sha (December and January).
- ୩. କଳିଯୁଗ —୩. The Kaḻi age.