ତିସରା
ଦେଖଣା
ତିସରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତିସିରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିବାସର)
[ସମ୍ପାଦନା]- ୧. ତୃତୀୟ ଦିବସ — ୧. Third day.
- ୨. ତୃତୀୟ ବ୍ୟକ୍ତି — ୨. A third person; outsider.
- ୩. ତିସରି (ଦେଖ) - —୩. Tisari (See)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ତୃତୀୟ —୧. Third.
(ଯଥା—ଦିନ ଆସି ତିସରା ପହର ହେଲାଣି)
- ୨. ତିସରି (ଦେଖ) - —୨. Tisari (See)