Jump to content

ତିହାରି

ଉଇକିଅଭିଧାନ‌ରୁ

ତିହାରି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମହାପ୍ରସାଦନିର୍ବନ୍ଧ ପରେ ଓ ବିବାହ ପୂର୍ବରୁ ବର ଘରୁ କନ୍ୟା ଘରକୁ ଏବଂ କନ୍ୟା ଘରୁ ବର ଘରକୁ ପଠାଯିବା ଲୁଗା, ମିଷ୍ଟାନ୍ନାଦି ଉପଢୌକନ —Exchange of presents of clothes and sweetmeats between the bride's and the bridegroom's families after betrothal and beforemarriage.