Jump to content

ତିହୁଡ଼ି

ଉଇକିଅଭିଧାନ‌ରୁ

ତିହୁଡ଼ି

ଉଚ୍ଚାରଣ

[ସମ୍ପାଦନା]

(ତିହୁତି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରିବୃତ୍ତ)

[ସମ୍ପାଦନା]
୧. (ବାୟୁସାଧକମାନଙ୍କ ଭାଷା) ଶରୀରମଧ୍ୟସ୍ଥ ଗୁପ୍ତସ୍ଥାନବିଶେଷ (ଯେଉଁଠାରେ ଈଡ଼ା ପିଙ୍ଗଳା ଓ ସୁଷୁମ୍ନା ନାଡ଼ୀ ମିଳିତ ହୋଇ— ଅଛନ୍ତି) —୧. An imaginary centre in the human system where the ୩ principal air- chennels meet.
୨. ତିଉଡ଼ୀ (ଦେଖ) - —୨. Tiuṟḍ̠i (See)