Jump to content

ତି ତି

ଉଇକିଅଭିଧାନ‌ରୁ

ତି ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ.

[ସମ୍ପାଦନା]
୧. ଶିଶୁମାନଙ୍କ ଆଖିରେ କଜଳ ଦେଲା ବେଳେ ମାଇପଙ୍କର ବୋଲିବା ପଦ —୧. Word uttered by women while painting collyrium on the eye-lids of children.
୨. ପୋଷା ପାରା ଓ ହଂସ ଆଦିଙ୍କୁ ପାଖକୁ ଡାକିବାରେ ବ୍ୟବହ଼ୃତି ଧ୍ୱନି —୨. The sound repeated whil ecalling dornesticated pigeons and swans to one's side.

ପ୍ରାଦେଶିକ - (ଗଞ୍ଜାମ) ଅ

[ସମ୍ପାଦନା]

ଶଗଡ଼ରେ ଲାଗିଥିବା ବଳଦକୁ ଅଡ଼ାଇବାର ଶବ୍ଦ —A word used while driving cart-bullocks.