ତୀକ୍ଷ
ଦେଖଣା
ତୀକ୍ଷ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ତୀକ୍ଷ୍ଣ)
[ସମ୍ପାଦନା]- ୧. ତୀକ୍ଷ୍ଣ —୧. Sharp.
ରାଜ୍ୟ ପାଇଁ କିରୂପେ ଭୀଷ୍ମ ଦ୍ରୋଣ ପ୍ରାଣ, ନେବା କହ ଆହେ ବିନ୍ଧଣ ତୀକ୍ଷ ବାଣ— କୃଷ୍ଣସିଂହ. ମହାଭାରତ. ଉଦ୍ଗୋଗ
- ୨. ଖଣ୍ଡାଦାଢ଼ିଆ; ଖଣ୍ଡା ଦାଢ଼ ପରି ଉଚ୍ଚା; ଅତଡ଼ିଆ — ୨. Precipitous.
- ୩. ଅତ୍ୟୁତ —୩. Very high.
- ୪. ଗରମ —୪. Hot; warm.
- ୫. ଦ୍ରୁତ —୫. Swift.
- ୬. କଡା; କ୍ରୋଧ ଯୁକ୍ତ (ମିଞ୍ଜସ) —୬. Hot; wrathful (temper.)
- ୭. ଚିଡ଼ିଚିଡ଼ିଆ —୭. Irritable; surly.