ତୀକ୍ଷଣ
ଦେଖଣା
ତୀକ୍ଷଣ
ଉଚ୍ଚାରଣ
[ସମ୍ପାଦନା](ତୀକ୍ଷଣ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - (ପଦ୍ୟ)ବିଶେଷଣ -
[ସମ୍ପାଦନା]ତୀକ୍ଷ (ଦେଖ) - Tīksha (See)
ଏହିକ୍ଷଣି ତୀକ୍ଷଣ କାଣ୍ଡରେ ତୋ ମୁଣ୍ଡ—କୃଷ୍ଣସିଂହ. ମହାଭାରତ. ବନ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତୀକ୍ଷ୍ଣତା —Sharpness.
ଈକ୍ଷଣଶର କଟାକ୍ଷ ତୀକ୍ଷଣ କହି କପାଳ ସାର ସାରଙ୍ଗ ନିକଟ ତହିଣ—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ