Jump to content

ତୀକ୍ଷ୍ଣତା

ଉଇକିଅଭିଧାନ‌ରୁ

ତୀକ୍ଷ୍ଣତା

ଉଚ୍ଚାରଣ

[ସମ୍ପାଦନା]

(ତୀକ୍ଷ୍ଣତ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତୀକ୍ଷ୍ଣ+ଭାବ. ତା)

[ସମ୍ପାଦନା]
୧. ଦାଢ଼ଥିବା ଅବସ୍ଥା; ଧାରଯୁକ୍ତତା —୧. Sharpness.
୨. ପ୍ରାଖର୍ଯ୍ୟ; ଉଗ୍ରତା —୨. Keenness.
୩. ରାଗୁଆ ସ୍ୱାଦ —୩. Pungency.