Jump to content

ତୀକ୍ଷ୍ଣା

ଉଇକିଅଭିଧାନ‌ରୁ

ତୀକ୍ଷ୍ଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବଚ — ୧. Acorus Calamus (a plant).
୨. ଶୋଭାଞ୍ଜନ ବା ଶଜନା ଗଛ—(ହରେକୃଷ୍ଣ. ଦ୍ରବ୍ୟଗୁଣ) ୨. The Horse-radish.
୩. ବିଛୁଆତି (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୩. The Stinging nettle.