Jump to content

ତୀଖ

ଉଇକିଅଭିଧାନ‌ରୁ

ତୀଖ

ଉଚ୍ଚାରଣ

[ସମ୍ପାଦନା]

(ତୀକ୍ଖ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀକ୍ଷ୍ଣ)

[ସମ୍ପାଦନା]

ତୀକ୍ଷ (ଦେଖ) - Tīksha (See)

କାହିଁଛି ସେ ମର ଆଖି ଏଡେ ତୀଖ ଗତି ଗୋଡାଇଣ ଗୀତ ପଛେ ଭେଦିବ ତା କତି—ଅଜୟଚନ୍ଦ୍ର 'ଶର ଓ ଗୀତ'