Jump to content

ତୀଖା

ଉଇକିଅଭିଧାନ‌ରୁ

ତୀଖା

ଉଚ୍ଚାରଣ

[ସମ୍ପାଦନା]

(ତୀଖା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୀକ୍ଷ୍ଣ)

[ସମ୍ପାଦନା]

ସ୍ତ୍ରୀଲୋକମାନଙ୍କର ହାତରେ ପିନ୍ଧିବା ସରୁଆ ଓ ଦାଢୁଆ ବଳୟ; ଧାତୁ ବା କାଚର ପାତିଆ ପରି ଏକପ୍ରକାର ଖଡ଼ୁ —A very thin and sharp-edged bracelet of metal or glass used by females.

ଜେମାମଣି ମଣିବନ୍ଧରେ ଆଳି ଖଞିଲେ ତୀଖା— କବିସୂର୍ଯ୍ୟ. ଚନ୍ଦ୍ରକଳା