Jump to content

ତୀଖାଡ଼ିବା

ଉଇକିଅଭିଧାନ‌ରୁ

ତୀଖାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତୀଖଡ଼େଇବା, ତୀଖଡ଼ା ତୀଖଡ଼ି, କରିବା, ତୀଖାରିବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ତୀକ୍ଷ୍ଣ)

[ସମ୍ପାଦନା]
୧. ଉତ୍ତେଜିତ କରିବା; ମତାଇବା — ୧. To excite; to incite.
୨. କୌଣସି ବ୍ୟକ୍ତିର ମନକୁ ବିଗାଡ଼ିବା — ୨. To spoil or poison the mind of a person.
୩. କୌଣସି ବିଷୟ ଦୃଢ଼ କରି ଜାଣିବା ପାଇଁ ବାରମ୍ୱାର ବୁଝିବା —୩. To inquire into a matter repeatedly.