ତୀଖିଡ଼ିବା
ଦେଖଣା
ତୀଖିଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ତୀଖିରିବା—ଅନ୍ୟରୂପ]
ତୀଖଡେଇବା, ତଚୀକାଡିବା, ତିଖରେଇବା, ତିଖାରିବା—ଣିଜନ୍ତରୂପ
ଦେଶଜ - କ୍ରିୟାପଦ - (ସଂସ୍କୃତ - ତୀକ୍ଷ୍ଣ)
[ସମ୍ପାଦନା]- ୧. କ୍ରୋଧରେ ଡେଇଁ ଉଠିବା — ୧. To spring up in anger or vexation.
- ୨. ଉତ୍ତେଜିତ ହେବା — ୨. To be excited.
- ୩. ସୁସ୍ଥାନରୁ ବାହାରିଯିବା; ସୁସ୍ଥାନଭ୍ରଷ୍ଟ ହେବା — ୩. To move away from the original position; to be displaced.
- ୪. କୌଣସି ପକ୍ଷ ଛାଡି ଚାଲିଯିବା — ୪. To leave a party.