ତୀରନ୍ଦାଜ
ଶରନିକ୍ଷେପକ ସୈନ୍ୟ — Archer.
ଘେନି କମାଣ କନ୍ଧରେ ତୁଣୀର କେତେ ତୀରନ୍ଦାଜ ହେଲେ ବାହାର—ବ୍ରଜନାଥ, ସମରତରଙ୍ଗ