Jump to content

ତୀର୍ଣ୍ଣ

ଉଇକିଅଭିଧାନ‌ରୁ

ତୀର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃ ଧାତୁ=ପାର ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଉତ୍ତୀର୍ଣ୍ଣ; ପାରଗତ —୧. Having crossed or passed; having got over.
୨. ଅଭିଭୁତ —୨. Overcome.
୩. ଆପ୍ଳୁତ; ସ୍ନାତ — ୩. Flooded; irrigated; wetted; bathed.