Jump to content

ତୀର୍ଥକର

ଉଇକିଅଭିଧାନ‌ରୁ

ତୀର୍ଥକର

ଉଚ୍ଚାରଣ

[ସମ୍ପାଦନା]

(ତୀର୍ଥଙ୍କର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତୀର୍ଥ=ଶାସ୍ତ୍ର+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଜୈନ ଶାସ୍ତ୍ରପ୍ରଣେତା —୧. Author of J&aline;i̱na reliogious book.
୨. ଜିନ ବା ବୌଦ୍ଧମତ—ପ୍ରଚାରକ ମୁନି;ଜୈନ ଧର୍ମବୀର — ୨. A Buddhist or j&aline;i̱na saint.

[ଦ୍ରଷ୍ଟବ୍ୟ — ତୀର୍ଥକରମାନେ ଜୈନମାନଙ୍କର ଉପାସ୍ୟଦେବ ଏମାନଙ୍କ ଜୈନମାନେ ଦେବତାଙ୍କଠାରୁ ଶ୍ରେଷ୍ଠ,ମୁକ୍ତିଦାତା ଓ ସର୍ବଦୋଷ କ୍ଷାଳକ ବେଲି ମାନନ୍ତି ଏମାନଙ୍କ ଦିଗମ୍ୱର (ନଗ୍ନ) ମୂର୍ତ୍ତି ତିଆରି କରି ଜୈନମାନେ ପୂଜା କରନ୍ତି କେବଳ ଭିନ୍ନ ଭିନ୍ନ ତୀର୍ଥକରଙ୍କର ବର୍ଣ୍ଣ ଓ ସିଂହାସନର ଆକାର ଭିନ୍ନ ଅଟେ ଗତ ଅବସର୍ପିଣୀ(ଜୈନଯୁଗ)ରେ ୨୪: ତୀର୍ଥକର ଅବତୀର୍ଣ୍ଣ ହୋଇଥିଲେ ଯଥା—୧. କେବଳଜ୍ଞାନୀ, ୨ ନିର୍ବାଣୀ,୩. ସାଗର,୪.ମହାଶୟ ୫. ବିମଳନାଥ.୬.ସର୍ବାନୁଭୂତି,୭ ଶ୍ରୀଧର,୮. ଦ୍ତ୍,୯. ଦାମେଦର, ୧. ସୁତେନ, ୧୧: . ସ୍ୱାମୀ, ୧୨: . ମୁନି ସୁବ୍ରତ,୧୩: . ସୁମତି, ୧୪: . ଶିବଗତି, ୧୫: . ଅସ୍ତାଗ୮,୧୬: . ନେମୀଶ୍ୱର, ୧୭: . ଅବଳ, ୧୮: . ଯଶୋଧର, ୧୯: . କୃତାର୍ଥ, ୨. ଜିନେଶ୍ୱର୨୧: . ଶ୍ରଦ୍ଧମତି,୨୨: . ଶିବକର,୨୩: . ସ୍ୟଂଦାନଓ ୨୪: . ସଂପ୍ରତି

ବର୍ତ୍ତମାନ ଅବସର୍ପିଣର ଆରମ୍ଭରୁ ଯେଉଁ ତୀର୍ଥକର ମାନେ ଅବତୀର୍ଣ୍ଣ ହେଇଅଛନ୍ତି ସେମାନଙ୍କତ ନାମ, ଯଥା—୧. ଋଷବ ଦେବ,୨. ଅଜିତନାଥ,୩. ସଂଭବନାଥ,୪. ଅଭିନନ୍ଦନ, ୫. ସୁମବିନାଥ, ୬. ପଦ୍ମଭାବ,୭. ସୁପାର୍ଶ୍ୱନାଥ,୮. ଚନ୍ଦ୍ରପ୍ଭ,୯. ସୁବୁଧିନାଥ, ୧. ଶୀତଳନାଥ, ୧୧: . ଶ୍ରେୟାଂସନାଥ, ୧୨: . ବାସପୂଜ୍ୟ ସ୍ୱାମୀ, ୧୩: . ବିମଳନାଥ,୧୪: . ଅନନ୍ତନାଥ,୧୫: . ଧର୍ମନାଥ,୧୬: . ଶାନ୍ତିନାଥ,୧୭: . କୁନ୍ତୁନାଥ,୧୮: . ଅମରନାଥ, ୧୯: .ମଲ୍ଲିନାଥ, ୨. ମୁନି ସୁବ୍ରତ,୨୧: . ନମିନାଥ,୨୨: . ନେମିନାଥ,୨୩: .ପାର୍ଶ୍ୱନାଥ ବା ପରେଶନାଥ ଓ ୨୪: ମହାବୀର ସ୍ୱାମୀ ଏଥି ମଧ୍ୟରୁ ଋଷଭ, ବାସୁପୂଜ୍ୟ ଓ ନେମିନାଥଙ୍କ ମୂର୍ତ୍ତିମାନ ଯୋଗାମନରେ ବସିଥିବା ଆକାରର ନିର୍ମିତ,ଅନ୍ୟମାନବଙ୍କର ଦଣ୍ଡାୟମାନ ମୂର୍ତ୍ତି କଲିକତାରେ ଅପର ସରକୁଲାର୍ ରୋଡ଼୍ରରପୂର୍ବ ଦିଗରେ କାରୁକାର୍ଯ୍ୟ ସୁଶୋଭିତ ବିଖ୍ୟାତ ମନ୍ଦିରରେ ପ୍ରତିଷ୍ଠଇତ ପରେଶନାଥ ଉପରୋକ୍ତ ତୀର୍ଥକରମାନଙ୍କ ମଧ୍ୟରୁ ତ୍ରୟୋବିଂଶ ଅଟନ୍ତି ହିନ୍ଦୀ - ଶବ୍ଦସାଗର]

୩. ବିଷ୍ଣୁ —୩. Bishṇu