ତୀର୍ଥମୃତ୍ୟୁ ଯୋଗ
ଦେଖଣା
ତୀର୍ଥମୃତ୍ୟୁ ଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ଓ ୬ଷଷ୍ଠୀ ତତ୍; ତୀର୍ଥ+ମୃତ୍ୟୁ+ ଯୋଗ)
[ସମ୍ପାଦନା]ଫଳିତ ଜ୍ୟୋତିଷୋକ୍ତ ଯୋଗବିଶେଷ —A special conjunction of stars and planets in a perso's horoscope which enable him to pass his last days at some sacred place.
[ଦ୍ରଷ୍ଟବ୍ୟ —ଜାତକରେ କେତେକ ବିଶିଷ୍ଟ ଗ୍ରହଙ୍କ ମିଳନରେ ଏ ଯୋଗ ଘଟେ ଜାତକରେ ଯେବେ ନବମାଧିପରି ଗ୍ରହ ନବମକୁ ଦେଖୁଥିବେ,ଲଗ୍ନାଧିପ ଲଗ୍ନକୁ ଦେଖୁଥିବେ,ଅଷ୍ଟମାଧିପତି ଅଷ୍ଟମକୁ ଦେଖୁଥିବେ କିମ୍ୱା ଲଗ୍ନର ଅଷ୍ଟମ ସ୍ଥାନରେ ବୃହଷ୍ପତ୍ତି ଥିବେ ତାହା ଦେଲେ ଏ ଯୋଗ ହୁଏଯାହାଙ୍କର ଜାତକରେ ଏ ଯୋଗ ଥାଏ କୌଣସି ସୁତୀର୍ଥରେ ତାଙ୍କର ମୃତ୍ୟୁ ହୁଏ—ଖଡ଼ିରତ୍ନ ପଞ୍ଜିକା]