Jump to content

ତୀର୍ଥଯାତ୍ରା

ଉଇକିଅଭିଧାନ‌ରୁ

ତୀର୍ଥଯାତ୍ରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୪ର୍ଥୀ ତତ୍, ତୀର୍ଥ କରିବା ପାଇଁ ଯାତ୍ରା)

[ସମ୍ପାଦନା]
୧. ତୀର୍ଥକୁ ଗମନ — Pilgrimage.
୨. କୌଣସି ତୀର୍ଥକୁ ଯିବାପାଇଁ ଘରୁ ଅନୁକୂଳ କରି ବାହାରିବା —୨. Starting on pilgrimage.