Jump to content

ତୀର୍ଥିକ

ଉଇକିଅଭିଧାନ‌ରୁ

ତୀର୍ଥିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୀର୍ଥ+ଇକ)

[ସମ୍ପାଦନା]
୧. ତୀର୍ଥକର (ଦେଖ) - ୧. Tīrthakara (See)
୨. କୌଣସି ତୀର୍ଥର ପଣ୍ଡା —୨. A priest belonging to a particular centre of pilgrimage.
୩. (ବୌଦ୍ଧମତରେ) ବୌଦ୍ଧଧର୍ମବିଦ୍ୱେଷୀ ବ୍ରାହ୍ମଣ — ୩. (according to the Budhists)A Brāhmaṇa who is inimically disposed towards Buddhism.