Jump to content

ତୀର୍ଥୋଦକ

ଉଇକିଅଭିଧାନ‌ରୁ

ତୀର୍ଥୋଦକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍;ତୀର୍ଥ+ଉଦକ)

[ସମ୍ପାଦନା]

ଗଙ୍ଗା ଆଦି ତୀର୍ଥର ପବିତ୍ର ଜଳ —Water from sacred reserviors.

[ଦ୍ରଷ୍ଟବ୍ୟ — ବିଭିନ୍ନ ସ୍ଥାନରୁ ତୀର୍ଥଜଳ ନିଆଯାଇ ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ଗୃହପ୍ରତିଷ୍ଠା, ରାଜାଙ୍କ ଅଭିଷେକ, ଯଜ୍ଞ, ହୋମ ଆଦି ଅନୁଷ୍ଠାନରେ ବ୍ୟବହୃତ ହୁଏ]