ତୀର୍ଥ କାକ
ଦେଖଣା
ତୀର୍ଥ କାକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୀର୍ଥରେ କାକ ପରି)
[ସମ୍ପାଦନା]- ୧. ତୀର୍ଥ ସ୍ଥାନମାନଙ୍କରେ ଥିବା କୁଅମାନଙ୍କ ପରି ଲୋଭୀ ବ୍ୟକ୍ତି;ଲୋଲୁପ ବ୍ୟକ୍ତି — One who (like the crows frequenting places of pilgrimage) is extremely avaricious.
- ୨. (୬ଷ୍ଟୀ ତତ୍ ତୀର୍ଥ ସ୍ଥାନମାନଙ୍କରେ ଥିବା କାକ ୨. The crows frequenting holy places of pilgrimage.