ତୀର୍ଥ ବାସ
ପୁଣ୍ୟକ୍ଷେତ୍ରରେ ଅବସ୍ଥାନ —Residence in a holy place.
[ଦ୍ରଷ୍ଟବ୍ୟ — ମୁକ୍ତି କାମନାରେ ଲୋକେ ବୃଦ୍ଧାବସ୍ଥାରେ ପବା ଜୀବନର ଶେଷଭାଗରେ ତୀର୍ଥରେ ବାସ କରି ରହିଥାନ୍ତି]