ତୀର୍ଥ ବାସୀ
ଦେଖଣା
ତୀର୍ଥ ବାସୀ
ଉଚ୍ଚାରଣ
[ସମ୍ପାଦନା](ତୀର୍ଥବାସିନୀ—ସ୍ତ୍ରୀ)
- ୧. ଯେଉଁମାନେ ତୀର୍ଥରେ ବାସ କରନ୍ତି — ୧. Inhabiting a scard place.
- ୨. ମୁକ୍ତିକାମନାରେ ଯେଉଁମାନେ ବୃଦ୍ଧାବସ୍ଥା ବା ଶେଷ ଜୀବନରେ କୌଣସି ତୀର୍ଥରେ ବାସ କରନ୍ତି — ୨. Taking up residence at some scared place to pass the last days of life.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯେଉଁ ବ୍ରାହ୍ମଣମାନେ କୌଣସି ତୀର୍ଥରେ ବାସ କରନ୍ତି ଓ ଯାହାଙ୍କୁ ତୀର୍ଥରେ ଦାନାଦି କରିବା ପ୍ରଶସ୍ତ ଅଟେ — ୧. Brahmans who are residents of a tīrtha and to whom gifts are enjoined in the Hindu ṡāstars.
- ୨. ପଣ୍ଡା —୨. A priest who guides a pilgrim through the shrines of a particular holy place.