Jump to content

ତୀର୍ଥ ମୃତ୍ୟୁ

ଉଇକିଅଭିଧାନ‌ରୁ

ତୀର୍ଥ ମୃତ୍ୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(୭ମୀ ତତ୍;ତୀର୍ଥ+ମୃତ୍ୟୁ)

[ସମ୍ପାଦନା]

କୌଣସି ତୀର୍ଥ ବା ପୁଣ୍ୟସ୍ଥାନରେ ମରଣ —Death at a holy place

[ଦ୍ରଷ୍ଟବ୍ୟ —ତୀର୍ଥସ୍ଥାନରେ ମୃତ୍ୟୁ ହେଲେ ସ୍ୱର୍ଗଲାଭ ହୁଏ ବୋଲି ହିନ୍ଦୁଙ୍କର ବିଶ୍ୱାସ]