Jump to content

ତୀର ଘର

ଉଇକିଅଭିଧାନ‌ରୁ

ତୀର ଘର

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ତୂଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)

[ସମ୍ପାଦନା]

ପ୍ରଥମ ରଜସ୍ୱଳା ବାଳିକା ପ୍ରଥମ ତିନି ଦିନ ଯେଉଁ ନିର୍ଜନ ଘରେ ରହେ —The lonely room to which a girl retires for ୩ days after her first menses.