Jump to content

ତୁକାର

ଉଇକିଅଭିଧାନ‌ରୁ

ତୁକାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. ଅଶିଷ୍ଟ ସଂବୋଧନ; ଅମାନ୍ୟ ବଚନ — ୧. Slang language; derisive or derespectful words.
୨. ଉତ୍ସନା —୨. Rebuke.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅବମାନନାସୂଚକ — Disrespectful; slang.

(ଯଥା— ସେ କାହାରି ତୁକାର ପଦ ସହିବ ନାହିଁ)