Jump to content

ତୁକାରିବା

ଉଇକିଅଭିଧାନ‌ରୁ

ତୁକାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]

ଅମାନ୍ୟ ବଚନ କହିବା; 'ତୁ, ତା, ରେ, ରା' କରିବା —To rebuke with slang language.

ଶ୍ରୀକୃଷ୍ଣ ମଧ୍ୟ ସେ ବୋଇଲା ତୁକାରି କୃଷ୍ଣସିଂହ, ମହାଭାରତ ସଭା