Jump to content

ତୁଙ୍ଗଭଦ୍ରା

ଉଇକିଅଭିଧାନ‌ରୁ

ତୁଙ୍ଗଭଦ୍ରା

ଉଚ୍ଚାରଣ

[ସମ୍ପାଦନା]

(ତୁଙ୍ଗବେଣୀ—ଅନ୍ୟନାମ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଦକ୍ଷିଣଭାରତର କୃଷ୍ଣାନ ଦୀର ଶାଖାନଦୀ— ବିଶେଷ —Name of a river in Southern India.

[ଦ୍ରଷ୍ଟବ୍ୟ —ପଶ୍ଚିମଘାଟ (ସହ୍ୟାଦ୍ରି)ପର୍ବତରୁ ତୁଙ୍ଗା ଓ ଭଦ୍ରାନାମକ ଦୁଇଟି କ୍ଷୁଦ୍ର ନଦୀ ବାହାରି ଦାକ୍ଷିଣାତ୍ୟରେ ହାଇଦ୍ରାବାଦ ରାଜ୍ୟର ଦକ୍ଷିଣସୀମା ଦେଇ କୃଷ୍ଣାନଦୀ ସଙ୍ଗେ ମିଳିତ ହେବା ପରେ ପୂର୍ବାଭି— ମୁଖରେ ବଙ୍ଗୋପସାଗରରେ ପଡ଼ିଅଛନ୍ତି କୃଷ୍ଣାନଦୀର ପ୍ରଥମ ଅଂଶକୁ ତୁଙ୍ଗଭଦ୍ରା ବୋଲାଯାଏ]