Jump to content

ତୁଙ୍ଗୀ

ଉଇକିଅଭିଧାନ‌ରୁ

ତୁଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ତୁଙ୍ଗ+ଇନ୍ ୧ମା. ୧ବ.)

[ସମ୍ପାଦନା]

ଉଚ୍ଚସ୍ଥାନରେ ସ୍ଥିତ —Situated on high.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଜ୍ୟୋତିଷ)

[ସମ୍ପାଦନା]

ଉଚ୍ଚ ସ୍ଥାନଗତ ଗ୍ରହ — (astrology) A planet appearing at a high point.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତୁଙ୍ଗ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ହଳଦୀ — ୧. Turmeric
୨. ରାତ୍ରି —୨. Night.
୩. ଛତଉରୀ; ମହା ଶତାବାରୀ — ୩. A kind of juicy medicinal root; Asparagus root.
୪. ବଣତୁଳସୀ (ହିନ୍ଦୀ - ଶବ୍ଦସାଗର) — ୪. Wild Basil plant.