Jump to content

ତୁଚ୍ଛକ

ଉଇକିଅଭିଧାନ‌ରୁ

ତୁଚ୍ଛକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ)ବିଶେଷଣ -

[ସମ୍ପାଦନା]

କାହାରିକୁ ନିନ୍ଦା କରୁଥିବା ବା ବଳି ପଡ଼ିଥିବା —Excelling.

ବରହରଣ ପୁଚ୍ଛତୁଚ୍ଛକ କୁନ୍ତଳା—ଭଞ୍ଜ. ବୈଦେହୀଶବିଳାସ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଳା ଓ ଶାଗୁଆ ରଙ୍ଗର ମରକତ (ଏହା ଅତି ଉକ୍ତୃଷ୍ଟ ବୋଲି ବିବେଚିତ) —Black and green emerald.