Jump to content

ତୁଚ୍ଛତାଚ୍ଛଲ୍ୟ

ଉଇକିଅଭିଧାନ‌ରୁ

ତୁଚ୍ଛତାଚ୍ଛଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - —(ସଂସ୍କୃତ - ତୁଚ୍ଛଓ ତାଚ୍ଛଲ୍ୟ)

[ସମ୍ପାଦନା]
୧. ତୁଚ୍ଛଜ୍ଞାନ; ହେୟ ଜ୍ଞାନ —୧. Disregard.
୨. ଅପମାନ; ହତମାନ୍ୟ —୨. Disgrace.
୩. ଘୃଣା —୩. Contempt.
୪. ପରିହାସ —୪. Derision; banter.