ତୁଚ୍ଛାକୁ
ଅକାରଣରେ; ବୃଥା — In vain.
ତୁଚ୍ଛକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁକେତେ—ଢଗ
(ତୁଚ୍ଛାକୁ, ତୁଚ୍ଚାଟାକୁ, ତୁଚ୍ଛାରେ. ତୁଚ୍ଛାଟାରେ—ଅନ୍ୟରୂପ)