Jump to content

ତୁଚ୍ଛା ମାଠିଆ ମିଶ୍ର

ଉଇକିଅଭିଧାନ‌ରୁ

ତୁଚ୍ଛା ମାଠିଆ ମିଶ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଂଶୋପାଧିଶେଷ — A family-title of certain Brahmans of Puri district.

[ଦ୍ରଷ୍ଟବ୍ୟ —ଉତ୍କଳର ଗଙ୍ଗବଂଶ ରାଜା ମଦନମହାଦେବ ଓ ତାହାଙ୍କ ରାଣୀଙ୍କ ମଧ୍ୟରେ ଦିନେ ବ୍ରହ୍ମାଣ୍ଡ ବଡ଼ ନା ବୈଦ୍ଧ ବଡ଼ ବୋଲି ତର୍କ ହେଲା ରାଣୀ ବୈଦ୍ଧଙ୍କ ପକ୍ଷ ଏବଂ ରାଜା ବ୍ରାହ୍ମଣଙ୍କ ପକ୍ଷ ସମର୍ଥନ କଲେ ତେଣୁ ଏ ବିଷୟ ପରୀକ୍ଷା ହେବାର ସ୍ଥିର ହେଲା ଉଭୟ ପକ୍ଷର ଆଜ୍ଞାତରେ ଗୋଟିଏ ମାଠିଆରେ ସାପଟିଏ ରଖା ଯାଇ ମାଠିଆର ପକ୍ଷଙ୍କ ପଚରା ଗଲା ବୈଦ୍ଧମାନେ କହିଲେ, "ସର୍ପ ଅଛି" ମାତ୍ର ବ୍ରାହ୍ମଣମାନେ କହିଲେ, "ଭସ୍ମ ଅଛି" ମାଠିଆ ଖୋଲିଲାବେଳକୁ ଦେଖାଗଲା ଯେ ସତକୁ ସତ ଭସ୍ମ ଅଛି ଏଥିରେ ବୌଦ୍ଧମାନେ ପରାସ୍ତ ହୋଇ ପଳାୟନ କଲେ ଯେଁ ବ୍ରାହ୍ମଣମାନଙ୍କ ବିଦ୍ୟାବଳରେ ସର୍ପପୂର୍ଣ୍ଣ ମାଠିଆ ତୁଚ୍ଛା ମାଠିଆ ହେଲା ସେମାନେ ଏହି 'ତୁଚ୍ଛା ମାଠିଆ ମିଶ୍ର' ପଦ ପାଇଲେ ଜଗବନ୍ଧୁ, ପ୍ରାଚୀନ. ଉତ୍କଳ ]