Jump to content

ତୁଟକା ତୁଟକି

ଉଇକିଅଭିଧାନ‌ରୁ

ତୁଟକା ତୁଟକି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତୁଟ୍କା ତୁଟକୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତତ୍କାଳ; ସଂସ୍କୃତ - ତ୍ରୁଟି)

[ସମ୍ପାଦନା]
୧. ଅନାୟାସଲଭ୍ୟ ଅଥଚ ପ୍ରତ୍ୟକ୍ଷ ଫଳପ୍ରଦ ଜଡ଼ିବୁଟି ଔଷଧ —୧. Ordinary herbs producing immediate effect.
୨. ପ୍ରତ୍ୟକ୍ଷ ଫଳପ୍ରଦ ମନ୍ତ୍ରଯନ୍ତ୍ର — ୨. Incantations and charms producing immediate effect.