ତୁଟା
ଦେଖଣା
ତୁଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ତ୍ରୁଟିତ)
[ସମ୍ପାଦନା]- ୧. ଭଙ୍ଗା; ଭଗ୍ନ; ଭାଙ୍ଗି ଯାଇଥିବା; ଖଣ୍ଡିତ —୧. Broken; maimed.
- ୨. ଛିଣ୍ଡା; କ୍ଷୟପ୍ରାୟ — ୨. Damaged; torn; injured.
- ୩. ଯେ ତୁଟେ ବା ଭାଙ୍ଗେ — ୩. One who breaks; breaking.
(ଯଥା—ସେ ମୋହବତ ତୁଟା ମନୁଷ୍ୟଟାଏ; ତୁମେ ତ ବନ୍ଧୁ ତୁଟା ଲୋକ) ===
- ୪. ଯେ ବା ଯାହା ତୁଟିଯାଏ ବା ଭାଙ୍ଗିଯାଏ; ଆହତ — ୪. One who is or that which is maimed or broken; hurt; woended.
(ଯଥା—ସୈନ୍ୟଯାକ ରଣତୁଟା ହୋଇ ପଳେଇ ଗଲେ)
[ଦ୍ରଷ୍ଟବ୍ୟ —(୩ ଓ ୪): ଏହି ଅର୍ଥରେ 'ତୁଟା' ଶବ୍ଦ ଅନ୍ୟ ଶବ୍ଦ ସହିତ ବ୍ୟବହୃତ ହୁଏ ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗାଳି ଦେବା; ତୁଟିବା; ମୁହଁ ତୁଟିବା — Calling names; abusing.
ଦେଶଜ - ସର୍ବ
[ସମ୍ପାଦନା]ତଉ ଟା (ଦେଖ) - Tu-uṭā (See)
ପ୍ରାଦେଶିକ - (ସମ୍ୱଲପୁର; 'ଓ' ସ୍ଥାନରେ 'ଉ' ଉଚ୍ଚାରଣ) ବିଶେଷ୍ୟ -
[ସମ୍ପାଦନା](ଆମ୍ୱ) ତୋଟା (mango) tope; orchard.