ତୁଟା ତୁଟି
ଦେଖଣା
ତୁଟା ତୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭଙ୍ଗାଭଙ୍ଗି; (ବହୁ ବସ୍ତୁ ବା ବହୁଥର) ଭାଙ୍ଗିଯିବା —୧. Breaking (of many things or several times).
- ୨. ବିବାଦ ଆଦିର ନିଷ୍ପତ୍ତି —୨. Final decision of disputes.
- ୩. ହିସାବର ମୀମାଂସା — ୩. Settlement of accounts.
(ଯଥା—ଆଜି ମହାଜନ ସଙ୍ଗେ ଦଶ ବର୍ଷର ହିସାବ ତୁଟାତୁଟି ହୋଇଗଲା)