ତୁଟି ପଡ଼ିବା
ଦେଖଣା
ତୁଟି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଟି ପଡ଼ିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କ୍ଷତିଗ୍ରସ୍ତ ହେବା; ଲୋକସାନରେ ପଡ଼ିବା; ତୁଟିରେ ପଡ଼ିବା —୧. Sustaining loss or damage
ମୋତେ ଏ ବର୍ଷ ଭାରି ତୁଟି ପଡ଼ିଛି)—
କ୍ରିୟାପଦ -
[ସମ୍ପାଦନା]- ୧. ଖସି ପଡ଼ିବା —୧. To fall down.
- ୨. ଭାଙ୍ଗି ତଳେ ପଡ଼ିବା —୨. To break down.