Jump to content

ତୁଠ ପଥର

ଉଇକିଅଭିଧାନ‌ରୁ

ତୁଠ ପଥର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗାଧୁଆ ତୁଠରେ ବା ଧୋବା ତୁଠରେ ପଡ଼ିଥିବା ପଥର —୧. A slab of stone put at the bathing ghat.

ସେ ନଦୀର ତୁଠ ପଥିର ପରି ହାତୀ ଦିଶେଲେ ଦୁଇ ତଟେ ହୁଅନ୍ତି ପ୍ରାଣ ମନ୍ଥି—କୃଷ୍ଣସିଂହ ମହାଭାରତ, ବିରାଟ

[ଦ୍ରଷ୍ଟବ୍ୟ —ଗାଧୁଆ ତୁଠରେ ପଡ଼ିଥିବା ପଥରରେ ଗାଧେଇବା ଲୋକେ ଗୋଡ଼ ଘଷନ୍ତି ଏବଂ ଧୋବାର ତୁଠପଥରେ ଧୋବା ଲୁଗା କାଚେ]

୨. (ଲକ୍ଷଣାର୍ଥ) ଯେଉଁ ବ୍ୟକ୍ତି ସମସ୍ତଙ୍କର ଗାଳି ମାଡ଼ ବା ଅତ୍ୟାଚାର ସହେ; ଅତ୍ୟନ୍ତ ସହିଷ୍ଣୁ ବ୍ୟକ୍ତି — ୨. (figurative) A very patient and for bearing person. l