ତୁଡ଼କା
(ତୁଡ଼କା—ଅନ୍ୟରୂପ)
ଗୋରୁଙ୍କୁ ଧରିବା ଶରଦି ରୋଗବିଶେଷ — A disease of the cattle (due to cold.)
[ଦ୍ରଷ୍ଟବ୍ୟ — ଏ ରୋଗର ଗୋରୁଙ୍କ ମୁହଁ ଫୁଲି ଯାଇ ପାଟିରୁ ଲାଳ ବହେ]