Jump to content

ତୁଡ଼କ୍

ଉଇକିଅଭିଧାନ‌ରୁ

ତୁଡ଼କ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ତୁରୁକ୍—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଫା) ତୁରୁକ୍; ଇଂରାଜୀ - ଟର୍କ; ସଂସ୍କୃତ - ତୁରୁଷ୍କ ପ୍ରା. ତୁଳୁକ)

[ସମ୍ପାଦନା]
୧. ମୁସଲମାନ; ପଠାଣ — ୧. A mahomedan; Muslim.

ତୁଡ଼କେ କରେ ଚରି ଖଡ଼କିମାନଙ୍କୁ ପୋଷ କରି ସୋଡ଼କି ଦେଲେ ମନ୍ଦିରାକୁ— କୃଷ୍ଣସିଂହ. ମହାଭାରତ ଆଦି

୨. ତୁରଷ୍କ ଦେଶୀୟ ବ୍ୟକ୍ତି —୨. A Turk.