ତୁଣ୍ଡଳା
ଦେଖଣା
ତୁଣ୍ଡଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଣ୍ଡଳା
|
(ତୁଣ୍ଡଳା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବ୍ୟକ୍ତି ଠିଆ ହେଲେ ତଳୁ ତାହାର ତୁଣ୍ଡ ବା ପାଟି ପର୍ଯ୍ୟନ୍ତ ମାପରେ ଯେଉଁ ଗଭୀରତା ହୁଏ; ପ୍ରାୟ ୫ ଫୁଟ ଗଭୀରତା —Depth of water measured from the bottom upto the mouth of a person standing in water; a depth of about ୫ feet.
(ଯଥା—ସେ ପୋଖରୀରେ ପାଣି ତୁଣ୍ଡଳାଏ)
ଦେଶଜ - ବିଶେଷଣ -
[ସମ୍ପାଦନା]ମନୁଷ୍ୟର ତୁଣ୍ଡ ପର୍ଯ୍ୟନ୍ତ ଗଭୀର —Lip-deep.