Jump to content

ତୁଣ୍ଡା

ଉଇକିଅଭିଧାନ‌ରୁ

ତୁଣ୍ଡା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
(ତୁଣ୍ଡୀ, ତୁଣ୍ଡେଇ—ସ୍ତ୍ରୀ) 

ବନ୍ୟ ତରୁବିଶେଷ — Umnitzera Racemosa (Haines).

[ଦ୍ରଷ୍ଟବ୍ୟ —ଏହାର ବକଳା ଅତି ବନ୍ଧୁର ଏହା ମହାନଦୀର ମୁହାଣ ପାଖେ ଥିବା ଉପକୂଳର ଜଙ୍ଗଲରେ ଜନ୍ମେ]

ଦେଶଜ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ ଯଥା ଉଚ୍ଚତୁଣ୍ଡା; କୁତୁଣ୍ଡା)

[ସମ୍ପାଦନା]

ତୁଣ୍ଡବିଶିଷ୍ଟ — (a particle added to other words) Having voice or voiced (as. in loud-voiced.)