Jump to content

ତୁଣ୍ଡାଟ

ଉଇକିଅଭିଧାନ‌ରୁ

ତୁଣ୍ଡାଟ

ଉଚ୍ଚାରଣ

[ସମ୍ପାଦନା]

(ତୁଣ୍ଡାଟ ପଟା—ଅନ୍ୟରୂପ)

ଯେଉଁ ପଟା ଘରର ଓଳିପାଖର ଚାଳର ନଡ଼ାକୁ ଅଟକାଇ ରଖିବାପାଇଁ ରୁଅମାନଙ୍କ ଅଗରେ ମରାଯାଇ ଥାଏ —A long and broad plate attached to and running alomg the lower end of rafters to hold back the straw of the thatch and prevent them from falling down.

ପିଣ୍ଡାଖଣ୍ଡି ଉଚ୍ଚ ତୁଣ୍ଡଟା ଭିଡ଼ାଇ ଧଳିଆ ଖଞ୍ଜା ତୋଳିଲା ଭିକାରୀ. ସାଆନ୍ତିଆବାହା