Jump to content

ତୁଣ୍ଡି

ଉଇକିଅଭିଧାନ‌ରୁ

ତୁଣ୍ଡି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଣ୍ଡ୍ ଧାତୁ+ ଇ)

[ସମ୍ପାଦନା]
୧. ବଦନ; ମୁହଁ — ୧. Face.
୨. ନାଭି —୨. The navel.
୩. ଚଞ୍ଚ; ଥଣ୍ଟ —୩. Beak.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଣ୍ଡ)

[ସମ୍ପାଦନା]
୧. ଗୋରୁଆଦିଙ୍କ ମୁହଁ ଚାରିପାଖେ ଦିଆଯିବା ଫାଶବଶେଷ —୧. Curb; a noose or strap put round the mouth of beasts to prevent them from biting; a muzzle.

ଭାବିଲି ବିଧିକି ଛାଡ଼ିଦେଲେ ମୃଗ ତୁଣ୍ଡେ ବ୍ରଜ—ତୁଣ୍ଡି ଦେଇ ରାଧାନାଥ. ଯଯାତି

୨. ଘରର ଛଣାଖାଇ; ବତାରେ ଗୁଡ଼ିଆ ହୋଇ ଘରର ଓଳିରେ ବନ୍ଧାଯିବା ଛଣବିଡ଼ା —୨. A plait of straw woven round a rod and attached to the edge of the eaves, over which the layers of straw are laid.
୩. ତୁଣ୍ଡାଟ (ଦେଖ) - —୩. Tuṇḍāṭa (See)