ତୁଣ୍ଡିଆ
ଦେଖଣା
ତୁଣ୍ଡିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତୁଣ୍ଡେଇ—ସ୍ତ଼୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ବଡ଼ପାଟିଆ; ଯାହାର କଣ୍ଠସ୍ୱର ବେଶି ଉଚ୍ଚ; ମୁଖର —୧. Loud-voiced.
- ୨. ଯେ ପାଟି କରି ଗୋଳମାଳ କରେ — ୨. Noisy; braling.
- ୩. କଳିହୁଡ଼ା; କଳହପ୍ରିୟ — ୩. Quarrelsome; querulous.
- ୪. ବକୁଆ; ବାଚାଳ —୪. Talkative; garrulous.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତୁଣ୍ଡାଟ (ଦେଖ) - —Tuṇḍāṭa (See)